Jump to content

ବାପର ଶ୍ରାଦ୍ଧ କରିବା

ଉଇକିଅଭିଧାନ‌ରୁ

ବାପର ଶ୍ରାଦ୍ଧ କରିବା

ଉଚ୍ଚାରଣ

[ସମ୍ପାଦନା]

ବାପ ଅଜାଙ୍କ ଶ୍ରାଦ୍ଧ କରିବା, ବାପ ଦାଦାଙ୍କ ଶ୍ରାଦ୍ଧ କରିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ପିତୃ ପିତାମହଙ୍କ ନାମ ଧରି ଗାଳି ଦେବା —୧. (figurative) To call names to a person's ancestors.
୨. (ଲକ୍ଷଣାର୍ଥ) କୌଣସି ଅପରିହାର୍ଯ୍ୟ ବା ଅବଶ୍ୟ କର୍ତ୍ତବ୍ୟ କର୍ମ କରିବା —୨. (figurative) To perform some unavoidable act.