ବାପା ମା
(ବାପା ମାଆ; ବାପ ମାଏ—ଅନ୍ୟରୂପ)
ପିତା ଓ ମାତା —One's father and mother.
କ୍ରୋଡ଼ରେ ସାପ ଧରି ଶୋଇବା ପରାଏ ତୁମ୍ଭଙ୍କୁ ରଖିଥିଲେ ଆମ୍ଭ ବାପ ମାଏ କୃଷ୍ଣସିଂହ. ମହାଭାରତ ସଭା