ବାପୀ
ଦେଖଣା
ବାପୀ
ଉଚ୍ଚାରଣ
[ସମ୍ପାଦନା](ବାପିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବପ୍ ଧାତୁ=ବୁଣିବା+ଅଧିକରଣ. ଇ; ଈ; ଯହିଁରେ ପଦ୍ମାଦି ବପନ କରାଯାଏ)
[ସମ୍ପାଦନା]- ୧. ଦୀର୍ଘିକା; ପୋଖରୀ; ଦୀର୍ଘୀ; ଚାରିକୋଣିଆଁ ଲମ୍ୱ ପୋଖରୀ; ଜଳାଶୟ —୧. Tank; pool; an oblong pond;
- ୨. ବାମ୍ଫୀ; ଚତୁଷ୍କୋଣ ପ୍ରସ୍ତର ନିର୍ମିତ ବୃହତ୍ କୂପ — ୨. A big square well with masonry walls.