ବାପୁ
ଦେଖଣା
ବାପୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ହିନ୍ଦୀରୁ ଅନୁକୃତ)
[ସମ୍ପାଦନା]- ୧. ପିତାଙ୍କ ପ୍ରତି ସମ୍ୱୋଧନ — ୧. A form of address to father.
- ୨. ବାତ୍ସଲ୍ୟାର୍ଥ ସମ୍ୱୋଧନ; ହେ ବତ୍ସ ! ବାବୁ ! —୨. A form of address to youngers.
[ଦ୍ରଷ୍ଟବ୍ୟ —ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ଅଧିକାଂଶ ଅନୁଚର ଓ ଭକ୍ତ ଏହି ନାମରେ ସମ୍ୱୋଧନ କରନ୍ତି]