ବାପୂଦେବ ଶାସ୍ତ୍ରୀ
ଦେଖଣା
ବାପୂଦେବ ଶାସ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପ୍ରସିଦ୍ଧ ମହାରାଷ୍ଟ୍ରୀୟ ବ୍ରାହ୍ମଣ ପଣ୍ଡିତ — Name of a Marhatta Brāhmaṇa Pandit.
[ଦ୍ରଷ୍ଟବ୍ୟ —ଏ ୧୮୨୧: ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ଏ ଗଣିତ ଶାସ୍ତ୍ରରେ ଅତ୍ୟନ୍ତ ନିପୁଣ ଥିବାରୁ କାଶୀର ସଂସ୍କୃତ କଲେଜରେ ରେଖା ଗଣିତର ଅଧ୍ୟାପକ ଓ ପରେ ଗଣିତ ଅଧ୍ୟାପକ ହୋଇଥିଲେ ଏ ସଂସୃତ ଓ ହିନ୍ଦିଭାଷାରେ ରେଖାଗଣିତ, ତ୍ରିକୋଣ— ମତି ଆଦି ଅନେକ ଶାସ୍ତ୍ର ରଚନା କରିଥିଲେ ଇଂରେଜୀ ନାବିକ ପଞ୍ଜିକା ଅବଲମ୍ୱନ କରି ଏ ସଂସ୍କୃତ ପଞ୍ଚାଙ୍ଗ ରଚନା କରିଥିଲେ ଏହାଙ୍କର ପ୍ରଗାଢ଼ ପାଣ୍ଡିତ୍ୟ ଦର୍ଶନରେ ମୁଗ୍ଧ ହୋଇ ଗଭର୍ଣ୍ଣମେଣ୍ଟ ଏହାଙ୍କ ସି. ଆଇ. ଇ (C.I.E.) ଓ ମହାମହୋପାଧ୍ୟାୟ ଉପାଧି ଦେଇଥିଲେ ଏ ଇଂଲଣ୍ଡର ଓ କଲିକତାର ଆସିଆଟିକ୍ ସୋସାଇଟିର ଏବଂ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ସଭ୍ୟ ହୋଇଥିଲେ ଏହାଙ୍କର ପ୍ରକୃତ ନାମ ନୃସିଂହ ଶାସ୍ତ୍ରୀ]