ବାପ୍ତା
ଦେଖଣା
ବାପ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବାପ୍ତା; ବାଫ୍ତା,ବାଫ୍ତା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଫ୍ତା)
[ସମ୍ପାଦନା]ଏକପ୍ରକାର ରେସମ ମିଶା କାର୍ପାସ ବସ୍ତ୍ର —A kind of mixed stuff of cotton and silk.
[ଦ୍ରଷ୍ଟବ୍ୟ — ଏଥିରେ ପାଟରଟାଣି ଓ ସୂତାର ଭରଣୀ ଥାଏ ]
ବାପ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଫାରାସୀ - ବାଫ୍ତା)
[ସମ୍ପାଦନା]- ୧. ରେସମର ଟାଣୀ ଓ ସୂତାର ଭରଣୀରେ ବୁଣା ଏକପ୍ରକାର ଲୁଗା — ୧. A cloth woven with solken warp and cotton woof.
- ୨. ବୁଟାଦାର ବା ସୂଚିକର୍ମଯୁକ୍ତ ଏକପ୍ରକାର ରେସମ ଲୁଗା —୨. A kind of embroidered solken cloth.