Jump to content

ବାପ୍ରେ

ଉଇକିଅଭିଧାନ‌ରୁ

ବାପ୍ରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବାପ୍, ବାପ୍ରେ ବାପ୍, ବାପ୍ଲୋ—ଅନ୍ୟରୂପ)

ଦେଶଜ - ଅ.—(ସଂସ୍କୃତ - ବପ୍ତା+ସଂସ୍କୃତ - ଅରେ)

[ସମ୍ପାଦନା]

ବିସ୍ମୟ, ଭୟ, ମନସ୍ତାପ, ଯନ୍ତ୍ରଣା ପ୍ରଭୃତି ସୂଚକ ଚିତ୍କାର —An exclamation of surprize, fear, agony etc.