Jump to content

ବାପ୍ୟ

ଉଇକିଅଭିଧାନ‌ରୁ

ବାପ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବାପୀ+ଯ)— ବାମ୍ଫିର ଜଳ (ହିନ୍ଦୀ - ଶ) ୧. Water from a wide masonry well.
୨. (ବପ୍. ଧାତୁ ଣିଚ, ବାପି ଧାତୁ+କର୍ତ୍ତୃ. ଯ)— ବୁଆ ଧାନ; ଯେଉଁ ଧାନ ବିହନ ବୁଣାଯାଇ ଉଠିଥାଏ (ହିନ୍ଦୀ - ଶ) —୨. Paddy grown by sowing.