ବାପ ଅଜାଙ୍କ ନାଆଁ ବୁଡ଼େଇବା
ଦେଖଣା
ବାପ ଅଜାଙ୍କ ନାଆଁ ବୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା][ବାପ ଅଜାଙ୍କ ନାଆଁ ଡୁବା(ବେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବାପ ଅଜାଙ୍କ ନାଆଁ ବୁଡ଼େଇବା
|
ଦେଶଜ - କ୍ରି.
[ସମ୍ପାଦନା]ଆପଣାର ଅଯୋଗ୍ୟତାଦ୍ୱାରା ବଂଶଗୌରବ ଲୋପ କରିବା — To cause the disappearance of one's family reputation by one's unfitness.