Jump to content

ବାପ ନାଆଁ ପଚାରିଲେ ଆସିବ ନାହିଁ

ଉଇକିଅଭିଧାନ‌ରୁ

ବାପ ନାଆଁ ପଚାରିଲେ ଆସିବ ନାହିଁ

ଉଚ୍ଚାରଣ

[ସମ୍ପାଦନା]

ବାପ ନାଆଁ ଆସିବ ନାହିଁ, ବାପ ନାଆଁ ପଇଟିବ ନାହିଁ, ବାପନାଆଁ ବଢେଇ ପାରିବ ନାହିଁ, ବାପ ନାଆଁ ଜଣା ନାହିଁ ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - (ବାକ୍ୟ)

[ସମ୍ପାଦନା]

(ଜାରଜ ବ୍ୟକ୍ତି ପ୍ରତି କିମ୍ୱା ଘୃଣାର୍ଥରେ ବ୍ୟବହୃତ ବାକ୍ୟ— (ଅର୍ଥାତ୍ ଅମୁକ ଜାରଜ ଅଟେ) —A sentence used in rebuking a person, telling him thereby that he is a bastard.