ବାବତ
ଦେଖଣା
ବାବତ
ଉଚ୍ଚାରଣ
[ସମ୍ପାଦନା]ବାବଦ୍,, ବାବୁତ୍,, ବାବୁଦ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ବାବତ୍=ସମ୍ୱନ୍ଧ)
[ସମ୍ପାଦନା]- ୧. ସମ୍ୱନ୍ଧୀୟ —୧. Pertaining to.
- ୨. ଯଥାକ୍ରମେ; କ୍ରମିକ — ୨. Successive; respective.
ଅନୁବାଦ
[ସମ୍ପାଦନା]ବିଶେଷ୍ୟ -
[ସମ୍ପାଦନା]- ୧. ସମ୍ପର୍କ; ସମ୍ୱନ୍ଧ —୧. Connection.
- ୨. କୌଣସି ବିଷୟ —୨. Head; item; any matter.
- ୩. ହିସାବ —୩. Account.
[ଦ୍ରଷ୍ଟବ୍ୟ —ଏଥିର ସାଙ୍କେତିକ ବା କିମ୍ୱା ବା,]
ଅ
[ସମ୍ପାଦନା]- ୧. ଅମୁକ ବିଷୟରେ —୧. In respect of.
- ୨. ଅମୁକ ସମ୍ପର୍କରେ —୨. In connection with.