ବାବତ ବାବତ କରି
ଦେଖଣା
ବାବତ ବାବତ କରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାବତ ବାବତ କରି
|
ଦେଶଜ - କ୍ରି. ବିଶେଷଣ - (କଚିରିଆ)
[ସମ୍ପାଦନା]- ୧. ଯଥାକ୍ରମରେ; ଭିନ୍ନ ଭିନ୍ନ କରି; ଭିନ୍ନ ଭିନ୍ନ ହୋଇ —Respectively; separately; in separate blocks; item by item.
- ୪. ଭିନ୍ନ ଭିନ୍ନ ହିସାବରେ —୪. Under different headings or groups.