Jump to content

ବାବଦୂକ

ଉଇକିଅଭିଧାନ‌ରୁ

ବାବଦୂକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବଦ୍ ଧାତୁ ଯଙ ଲୁଗନ୍ତ ଅର୍ଥାତ୍ ଅତିଶୟାର୍ଥେ ଦ୍ୱିତ୍ୱ—ବାବଦ୍ ଧାତୁ=ଅତିଶୟ କହିବା ବା ବକିବା +ଊକ; ଅଧିକ ବକିବା ଯାହାର ସ୍ୱଭାବ)

[ସମ୍ପାଦନା]
୧. ବାଚାଳ; ଗପଡ଼ି —୧. Talkative; babling; garrulous.
୨. ବକୃତ ସମ୍ପନ୍ନ —୨. Elpquent (Apte).
୩. ଶାସ୍ତ୍ରଜ୍ଞାନ ସମ୍ପନ୍ନ ହୋଇଥିବାରୁ ଯୁକ୍ତିଯୁକ୍ତ ଆଲୋଚନାକାରୀ (ବ୍ୟକ୍ତି)—(ପ୍ରକୃତିବାଦ) —୩. Learned in the scriptures and reasoning matters elaborately.