ବାବନା ଭୂତ
ଦେଖଣା
ବାବନା ଭୂତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୂତ — ୧. A ghost.
- ୨. ଭୂତ ପରି ବୁଲୁଥିବା ବ୍ୟକ୍ତି —୨. A wanderer; a wandering person; a person staking like a ghost.
- ୩. ଅମୋକ୍ଷ ପ୍ରେତ ପରି ଅଥୟ ଲୋକ —୩. A restless person (like a spirit).
- ୪. ଜଗନ୍ନାଥଙ୍କର ରଥଯାତ୍ରା ବେଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ଘରକୁ ଗଲେ ସେହି ଦେଉଳକୁ ଜଗି ରହିବା କଳ୍ପିତ ଭୂତ —୪. The imaginary spirit which guards the Guṇḍichā house during Rath Jatra festival when Jagannāth, Baḻabhadra and Subhadrā restort to and occupy that place.