Jump to content

ବାବରା

ଉଇକିଅଭିଧାନ‌ରୁ

ବାବରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଯାଯାବର)

[ସମ୍ପାଦନା]
୧. ବାସ୍ତୁରା; ଯାଯାବର — ୧. Wandering.
୨. ସ୍ଥିରତାବିହୀନ — ୨. Unsettled; out of joint.

କାଳ ହେଲା ବାବଲା—ଦାରୀକି ଡାଲି ଚାଉଳ, ବ୍ରାହ୍ମଣକୁ ଜାବଡ଼ା—ଢଗ

୩. (ସଂସ୍କୃତ - ବାତୁଳ) ବାତୁଳ —୩. Mad.