ବାବର୍
ଦେଖଣା
ବାବର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାରତର ପ୍ରଥମ ମୋଗଲ ସମ୍ରାଟ — The first Moghal Emperor of India.
[ଦ୍ରଷ୍ଟବ୍ୟ —ଏ ତୈମୁରଙ୍କର ଷଷ୍ଠ ବଂଶଧର ଅଟନ୍ତି ୧୫୨୬: ଖ୍ରୀଷ୍ଟାବ୍ଦରେ ପଠାଣ ସମ୍ରାଟ ଇବ୍ରାହିମ ଲୋଦିଙ୍କୁ ଏ ପ୍ରଥମ ପାନିପଥ ଯୁଦ୍ଧରେ ପରାସ୍ତ କରି ଦିଲ୍ଲୀ ସିଂହାସନ ଅଧିକାର କରି— ଥିଲେ ପରେ ରାଣା ସଂଗ୍ରାମ ସିଂହ ଏହାଙ୍କୁ ଭାରତରୁ ବିତାଡ଼ିତ କରିବା ପାଇଁ ଚେଷ୍ଟା କରିଥିଲେ ସିକ୍ରୀଠାରେ ୧୫୨୭: ଖ୍ରୀଷ୍ଟାବ୍ଦରେ ବାବର ଓ ରାଜପୁତମାନଙ୍କ ମଧ୍ୟରେ ଯୁଦ୍ଧ ହେଲା; ତହିଁରେ ସଂଗ୍ରାମ ସିଂହ ପରାସ୍ତ ହେଲେ ଓ ବାବର୍ ସ୍ଥାୟୀଭାବରେ ମୋଗଲ ସମ୍ରାଟ ହେଲେ ସେ ୧୫୩: ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ]