ବାବାଜୀ
ଦେଖଣା
ବାବାଜୀ
ଉଚ୍ଚାରଣ
[ସମ୍ପାଦନା](ମାତାଜୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ସାଧୁ; ସନ୍ନ୍ୟାସୀ; ବୈରାଗୀ; ବୈଷ୍ଣବ — ୧. An anchorite.
- ୨. ଲୋକଙ୍କୁ ଦିଆଯିବା ନାମ — ୨. Name given to males.
- ୩. (ନାମ)
ଅନୁବାଦ
[ସମ୍ପାଦନା]ମରହଟ୍ଟା ଅମଳରେ ଓଡ଼ିଶାର ଜଣେ ସୁବାଦାରଙ୍କ ନାମ — ୩. Name of a Marhatta Governor of Orissa.
[ଦ୍ରଷ୍ଟବ୍ୟ —ଏ ୧୭୭୨:ରୁ ୧୭୭୭: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାର ସୁବାଦାର ଥିଲେ ଏହାଙ୍କ ଅମଳରେ ଖ୍ରୀ. ୧୭୭୭:ରେ ଓଡ଼ିଶାରେ ଏକ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା ଭୋଁସଲା ରାଜାଙ୍କ ପ୍ରେରିତ ମାଧୋଜୀ ହରି ନାମକ ଜଣେ ସୁବାଦାର ଏହାଙ୍କୁ କାରାରୁଦ୍ଧ କରି ଓଡ଼ିଶାର ସୁବାଦାର ଦେଲେ]
ଅ
[ସମ୍ପାଦନା]ପୁତ୍ର ଓ ପୁତ୍ର ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରତି ଆଦରାର୍ଥକ ସମ୍ୱୋଧନ — An interjection addressed to youngers in fondness.