Jump to content

ବାବା ଆଦମୀ

ଉଇକିଅଭିଧାନ‌ରୁ

ବାବା ଆଦମୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବପ୍ତା+ଫାରାସୀ - ଆଦମୀ) (ସାଧୁ ସନ୍ନ୍ୟାସୀ— ମାନଙ୍କ ପ୍ରତି ବାବା ଶବ୍ଦ ପ୍ରଯୁକ୍ତ ହେବାରୁ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ସଂସାରର ସବୁ ମାୟାକୁ ଛାଡ଼ି ନିଶ୍ଚିନ୍ତ ହୋଇ ଅଛି; ବିଷୟ ବିରାଗୀ ବ୍ୟକ୍ତି —A person who has cut off all his worldly connections and is care-free.