ବାବା ଆଦିମୀ
ଦେଖଣା
ବାବା ଆଦିମୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାବା ଆଦିମୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବପ୍ତା+ଫାରାସୀ - ଆଦମୀ) (ସାଧୁ ସନ୍ନ୍ୟାସୀ— ମାନଙ୍କ ପ୍ରତି ବାବା ଶବ୍ଦ ପ୍ରଯୁକ୍ତ ହେବାରୁ)
[ସମ୍ପାଦନା]ଯେଉଁ ବ୍ୟକ୍ତି ସଂସାରର ସବୁ ମାୟାକୁ ଛାଡ଼ି ନିଶ୍ଚିନ୍ତ ହୋଇ ଅଛି; ବିଷୟ ବିରାଗୀ ବ୍ୟକ୍ତି —A person who has cut off all his worldly connections and is care-free.