Jump to content

ବାବିବା

ଉଇକିଅଭିଧାନ‌ରୁ

ବାବିବା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ପ୍ରାଚୀନ ପଦ୍ୟ)

[ସମ୍ପାଦନା]

ବାଇବା; ବଜାଇବା — To play on a musical instrument.

ଗାବନ୍ତ ବାବନ୍ତି ନୃତ୍ୟନ୍ତି ବାଳା ଉନ୍ନଦ ମଦନ ଶରେ ବିଭୋଳା ପ୍ରାଚୀ, ରହସ୍ୟମଞ୍ଜରୀ

[ଦ୍ରଷ୍ଟବ୍ୟ —ବାଇବା କ୍ରିୟାର ୩ୟା ପୁରୁଷ ମାନ୍ୟାର୍ଥକ ଏକବଚନ ଓ ବହୁବଚନରେ କେବଳ 'ବାବନ୍ତି' ରୂପ ପ୍ରାଚୀନ ପଦ୍ୟମାନଙ୍କରେ ଦେଖାଯାଏ, ତୁଳନାକର କରାନ୍ତି ସ୍ଥାନରେ ବରାବନ୍ତି; ଗାଆନ୍ତି ସ୍ଥାନରେ ଗାବନ୍ତି]