ବାବୁଆନୀ
ଦେଖଣା
ବାବୁଆନୀ
ଉଚ୍ଚାରଣ
[ସମ୍ପାଦନା]ବାବୁଆନା, ବାବୁଗିରିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାବୁଆନୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଳାସିତା; ସଉକୀ — ୧. Lusury; foppery.
- ୨. ସୁଖାସକ୍ତ—ଆଳସ୍ୟ; ଅଳସୁଆ ପଣ; ଭୋଗବିଳାସିତା — ୨. Comfortable idleness; lusurious ease.
- ୨. ଧନୀଙ୍କ ଚାଲିଚଳନ; ବଡ଼ଲୋକୀ —୧. Acts or conduct becoming a rich man.