ବାବୁନା
ଦେଖଣା
ବାବୁନା
ଉଚ୍ଚାରଣ
[ସମ୍ପାଦନା](ବାବୁନି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ
[ସମ୍ପାଦନା]ପ୍ରେୟସୀର ଆପଣାର ପ୍ରିୟତମ ବ୍ୟକ୍ତିପ୍ରତି ବା ସ୍ତ୍ରୀର ସ୍ୱାମୀ ପ୍ରତି ସ୍ନେନସୂଚକ ସମ୍ୱୋଧନ —A fond address by a woman to her beloved.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ସୋମରାଜ୍ୟାଦି ବର୍ଗର ଶାକବିଶେଷ — Chamomile.
[ଦ୍ରଷ୍ଟବ୍ୟ —ଏହା ଇଉରୋପ ଓ ପାରସ୍ୟର ଗଛ; ପଞ୍ଜାବରେ ଜନ୍ମେ ଏହାର ଶୁଖିଲା ଧଳା ଫୁଲ ଔଷଧରେ ଲାଗେ; ଏହି ଫୁଲକୁ ତେଲରେ ପକାଇଲେ ସେ ତୈଳଦ୍ୱାରା ଶୂଳରୋଗ, ଦୁର୍ବଳତା ନଷ୍ଟ ହୁଏ ଏ ଫୁଲକୁ ପାଣିରେ ସିଝାଇ ପିଇଲେ ବମନ ହୁଏ ଓ ସ୍ତ୍ରୀମାନଙ୍କ ଋତୁ ବନ୍ଦ ହୋଇଥିଲେ ତହିଁରେ ଉପକାର ଦର୍ଶେ]