ବାବୁର୍ ବୁଆ
ପୁରୁଷ ପିଲାର ବାପ; ପୁଆର ବାପ —The father of a male child.
[ଦ୍ରଷ୍ଟବ୍ୟ —ଏହା ସନ୍ତାନବାନ୍ ପୁରୁଷପ୍ରତି ଅଭିବାଦନସୂଚକ ବାକ୍ୟରୂପେ ଓ ପୁତ୍ରବତୀସ୍ତ୍ରୀର ଆପଣା ସ୍ୱାମୀ ପ୍ରତି ସମ୍ୱୋଧନ ବାକ୍ୟରୂପେ ବ୍ୟବହୃତ ହୁଏ]