Jump to content

ବାବୁ ଭାୟା

ଉଇକିଅଭିଧାନ‌ରୁ

ବାବୁ ଭାୟା

ଉଚ୍ଚାରଣ

[ସମ୍ପାଦନା]

ବାବୁ ବିପାଦର, ବାବୁଭୈୟାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସହଚର ଶବ୍ଦ)

[ସମ୍ପାଦନା]
୧. ଭଦ୍ର ଓ ଧନୀ ବ୍ୟକ୍ତିମାନେ —୧. The rich and the noble.
୨. ରାଜ ବିରାଦରେ ବ୍ୟକ୍ତି— ଗଣ —୨. The noblemen of a state.