ବାଭିଏ
ଦେଖଣା
ବାଭିଏ
ଉଚ୍ଚାରଣ
[ସମ୍ପାଦନା]ବାବିଏ(ବେ), ବାବେ(ଭେ), ବାଭେଇଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାଭିଏ
|
ଗ୍ରାମ୍ୟ - ଅ
[ସମ୍ପାଦନା]ଶୂଦ୍ର ଜାମାତାମାନଙ୍କର ଶ୍ୱଶୁରଙ୍କ ପ୍ରତି ଓ ଶ୍ୱଶୁରଙ୍କର ଜାମାତା ପ୍ରତି ପ୍ରୟୋଗ କରିବା ସମ୍ମାନସୂଚକ ସମ୍ୱୋଧନ (ଏ ଶବ୍ଦ ପ୍ରାୟଶଃ ଏକ ବଚନରେ ପ୍ରଯୁକ୍ତ ହୁଏ) —Expression addressed by a Sudra to his father-in-law or the father-in-law to his son-in-law, used in the singular number.