ବାମଦେବ
ଦେଖଣା
ବାମଦେବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବାମ=ସୂନ୍ଦର ବା ବିରୁଦ୍ଧରୂପ+ଦେବ)
[ସମ୍ପାଦନା]- ୧. ମହାଦେବ —୧. Ṡiba.
- ୨. ଋଷିବିଶେଷ — ୨. Name of a sage.
[ଦ୍ରଷ୍ଟବ୍ୟ —ଏ ଦଶରଥଙ୍କ ପୁରୋହିତ ଓ ମନ୍ତ୍ରୀ ଥିଲେ ଋଗ୍ୱେଦରୁ ୪ର୍ଥ ମଣ୍ଡଳର ଅଧିକାଂଶ ସୂକ୍ତର ଦ୍ରଷ୍ଟା ବାମଦେବ ନାମକ ଜଣେ ଋଷି ଥିଲେ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୁଷମାନଙ୍କୁ ଦିଆଯିବା ନାମ —A name given to males.