Jump to content

ବାମମାର୍ଗ

ଉଇକିଅଭିଧାନ‌ରୁ

ବାମମାର୍ଗ

ଉଚ୍ଚାରଣ

[ସମ୍ପାଦନା]

(ବାମମାର୍ଗୀ—ବ୍ୟକ୍ତିବାଚକ ବିଶେଷଣ)

ସଂସ୍କୃତ - ବିଶେଷ୍ୟ - (କର୍ମଧା, ବାମ=ପ୍ରତିକୂଳ, ଅର୍ଥାତ୍ ବେଦବିରୁଦ୍ଧ+ ମାର୍ଗ)

[ସମ୍ପାଦନା]

ବେଦବିହିତ (ଦକ୍ଷିଣ) ମାର୍ଗର ପ୍ରତିକୂଳ ତାନ୍ତ୍ରିକ ବିଧି, ଯହିଁରେ ବେଦବିରୁଦ୍ଧ ପଞ୍ଚମକାରଆଦିର ବିଧାନ ଅଛି —The Tantrik rituals (as opposed of the Bedic rituals).