Jump to content

ବାମାକ୍ଷି

ଉଇକିଅଭିଧାନ‌ରୁ

ବାମାକ୍ଷି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (କର୍ମଧା; ବାମ+ଅକ୍ଷି)

[ସମ୍ପାଦନା]

ବାଆଁଆକ୍ଷି — Left eye.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ସୂନ୍ଦର ନେତ୍ରବିଶିଷ୍ଟ —୧. Having fine eyes.
୨. ଯାହାର ବାଆଁ ଆକ୍ଷିଟି ଅଛି; ବାଆଁ ଆଖିଆ —୨. Left eyed.