ବାମାବର୍ତ୍ତ
ଦେଖଣା
ବାମାବର୍ତ୍ତ
ଉଚ୍ଚାରଣ
[ସମ୍ପାଦନା](ଦକ୍ଷିଣୀବର୍ତ୍ତ—ବିପରୀତ)
(ବାମାବର୍ତ୍ତୀ—ଦେଶଜରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବାମ=ବାଆଁ ଦିଗକୁ ଆବର୍ତ୍ତ= ଭଉଁରି ଯାହାର)
[ସମ୍ପାଦନା]- ୧. ଯେଉଁ ଶଙ୍ଖର ଭଉଁରି ଡାହାଣଦିଗରୁ ବାଆଁ ଦିଗକୁ ବୁଲିଥାଏ — ୧. (a conch) Whose whorl winds spirally from right to left.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବାମାବର୍ତ୍ତ ଶଙ୍ଖ —A conch shell whose spiral rans from right to left (Apte).
[ଦ୍ରଷ୍ଟବ୍ୟ —ସାଧାରଣତଃ ଶଙ୍ଖମାନ ବାମାବର୍ତ୍ତ ଅଟନ୍ତି, ଦକ୍ଷିଣାବର୍ତ୍ତ ଶଙ୍ଖ କ୍ୱଚିତ୍ ମିଳେ]
- ୨. ଯେଉଁ ପରିକ୍ରମା ଡାହାଣପାଖରୁ ବାମଆଡ଼କୁ କରାଯାଏ — (a circumanbulation) Which begins from the right and is directed towards the left.