Jump to content

ବାମା କଣ୍ଠ

ଉଇକିଅଭିଧାନ‌ରୁ

ବାମା କଣ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାମା+କଣ୍ଠ)

[ସମ୍ପାଦନା]
୧. ସ୍ତ୍ରୀକଣ୍ଠ — ୧. Woman's throat.
୨. ସ୍ତ୍ରୀର କଣ୍ଠସ୍ୱର — ୨. Female tone; female voice.