Jump to content

ବାମୋରୂ

ଉଇକିଅଭିଧାନ‌ରୁ

ବାମୋରୂ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବାମ=ସୂନ୍ଦର+ଉରୁ=ଜଙ୍ଘ+ଉ)

[ସମ୍ପାଦନା]
୧. ସୂନ୍ଦର ଜଙ୍ଘଥିବା ସ୍ତ୍ରୀ —୧. A woman with charming things.
୨. ସୂନ୍ଦରୀ ସ୍ତ୍ରୀ (ହିନ୍ଦୀ - ଶ) —୨. A graceful lady.

ଆହା, ସେ ବାମୋରୁ ! କାମବୈଚ୍ଛୟନ୍ତି—ତୋରଣ—କଚଚ୍ଛକ—ସ୍ତମ୍ଭ ରାଧାନାଥ, ଯଯାତି