Jump to content

ବାମ୍ଫୁଆଣି

ଉଇକିଅଭିଧାନ‌ରୁ

ବାମ୍ଫୁଆଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଷ୍ପ; ବାଷ୍ପାୟ ନାମ ଧାତୁଜ ବା ବାଷ୍ପାୟନ)

[ସମ୍ପାଦନା]

ଫୁଟିବା ଜଳରୁ ବା ଔଷଧ ମିଶ୍ରିତ ଜଳରୁ ଉତ୍ଥିତ ବାଷ୍ପଦ୍ୱାରା ଶରୀରର ସେକ କ୍ରିୟା — Vapour bath; steam bath.