ବାମ୍ଫୁଆଣି ଘେନିବା
ଦେଖଣା
ବାମ୍ଫୁଆଣି ଘେନିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାମ୍ଫୁଆଣି ଘେନିବା
|
(ବାମ୍ଫୁଆଣି ନେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଜଳ ବା ଔଷଧ ସିଝା ପାଣିରୁ ଉଠୁଥିବା ବାଷ୍ପକୁ ଦେହରେ ଲଗାଇବା —To have a steam bath or vapour bath.
[ଦ୍ରଷ୍ଟବ୍ୟ —କେତେକ ରୋଗରେ ଔଷଧ ମିଶ୍ରିତ ଜଳକୁ ନିଆଁରେ ଗରମ କରି ପାତ୍ରରୁ ବାମ୍ଫ ଉଠୁ— ଥିବା ଅବସ୍ଥାରେ ପାତ୍ରକୁ ଗୋଟିଏ ଚଉକି ତଳେ ରଖାଯାଏ ଓ ଚଉକୀ ଉପରେ ରୋଗୀ ବସି ରୋଗୀର ରୁଗ୍ଣ ଅଙ୍ଗରେ ବା ସମଗ୍ର ଶରୀରେ ଉକ୍ତ ପାତ୍ରରୁ ଉଠୁଥିବା ବାମ୍ଫକୁ ଲଗାଇବାର ବ୍ୟବସ୍ଥା କରାଯାଏ ଏହି ପ୍ରକ୍ରିୟାକୁ ବାମ୍ଫୁଆଣୀ ଘେନିବା ବୋଲାଯାଏ]