ବାରକ
ଦେଖଣା
ବାରକ
ଉଚ୍ଚାରଣ
[ସମ୍ପାଦନା](ବାରିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ (ବୃ ଧାତୁ ଣିଚ୍; ବାରି ଧାତୁ=ବାରଣ କରିବା+କର୍ତ୍ତୃ. ଅକ)
[ସମ୍ପାଦନା]ନିବାରକ; ନିଷେଧକ —Preventing; prohibiting
ବିଶେଷ୍ୟ -
[ସମ୍ପାଦନା]- ୧. ଅଶ୍ୱବିଶେଷ —୧. A kind of pony.
- ୨. ଘୋଡ଼ାର କଦମ୍ ଚାଲି (ହିନ୍ଦୀ - ଶ) — ୨. Canter of a house. (Aptee).
- ୩. କଷ୍ଟର ବା ବ୍ୟଥାର ସ୍ଥାନ — ୩. The seat of pain (Apte).
- ୪. ସୁଗନ୍ଧବିଶେଷ; ବାଳ — ୪. A kind of perfume (Apte).