Jump to content

ବାରକେଶ

ଉଇକିଅଭିଧାନ‌ରୁ

ବାରକେଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ବୀର+କେଶ; ବୀରମାନେ ମୁଛ ରଖୁଥିବାରୁ)

[ସମ୍ପାଦନା]
୧. ମୁଛ —୧. Mustaches.
୨. ଗାଲମୁଛା —୨. Whiskers.

[ଉ—ବୀର କକେଶ ଧରି ଆଉଁସି ବୋଲେ ଲଙ୍କା ନାୟକ ଭଞ୍ଜ. ବୈଦେହୀଶବିଳାସ]