ବାରଙ୍ଗ
ଦେଖଣା
ବାରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବୃ ଧାତୁ=ଆବରଣ କରିବା+କର୍ମ. ଅଙ୍ଗ; ଯାହାକୁ ବେଣ୍ଟ ଆବୃତ କରି ଥାଏ)
[ସମ୍ପାଦନା]ଲୌହ ଅସ୍ତ୍ର— ଶସ୍ତ୍ରର ମୂଳର ଯେଉଁ ଅଂଶ କାଠ ବେଣ୍ଟ ମଧ୍ୟରେ ପିଶିଥାଏ ୧. The part or end of an iron weapon which is thrust in to the wooden handle. (Apte).
- ୨. କଟୁରୀ, ଛୁରୀ ବା ଖଣ୍ଡାର ବେଣ୍ଟ — ୨. The handle of a sword or knife (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଟକ ଜିଲ୍ଲାର ଗ୍ରାମବିଶେଷ —The name of a village and railway station in the district of Cuttack.
[ଦ୍ରଷ୍ଟବ୍ୟ —ଏହା କଟକରୁ ଦକ୍ଷିଣରେ ଛ ମାଇଲ ଦୁର ଏଠାରେ ବେଙ୍ଗଲ ନାଗପୁର ରେଲବେର ଗୋଟିଏ ଛୋଟ ଷ୍ଟେସନ୍ ଅଛି ଏଠାରେ ଅନେକ ମୋଚି ବାସ କରନ୍ତି ଓ ସେମାନେ ଖୁବ୍ ମଜୁଭୁତ ଚଟି ଯୋତା ତିଆରି କରି ଶସ୍ତା ଦରରେ ବିକ୍ରୟ କରନ୍ତି ୧୯୩୩: ମସିହାରେ ଏଠାରେ କେତେକ ମାରୁଆଡ଼ିଙ୍କଦ୍ୱାରା ଗୋଟିଏ କାଚ କାରଖାନା ସ୍ଥାପିତ ହୋଇଥିଲା ଓ ଏହି କାଚ ଶସ୍ତା ଦରରେ ବିକ୍ରୟ ହେଉଥିଲା. କିନ୍ତୁ ତାହା ଏବେ ଭାଙ୍ଗିଯାଇ ଅଛି ଏହା ନିକଟରେ ଉତ୍କଳର ପ୍ରାଚୀନ ଚୁଡ଼ଙ୍ଗ ଗଡ଼ର ଭଗ୍ନାବିଶେଷ ଓ ଚୂଡ଼ଙ୍ଗ ଦହ ହ୍ରଦ ଅଛି]