ବାରଜ
ଦେଖଣା
ବାରଜ
ଉଚ୍ଚାରଣ
[ସମ୍ପାଦନା](ବାରିଜ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାରଜ
|
ଦେଶଜ - ବିଣ—(ସଂସ୍କୃତ - ବର୍ଜ୍ୟ, ବର୍ଜ୍ଜିତ ବା କାର୍ଯ୍ୟ)
[ସମ୍ପାଦନା]- ୧. ବର୍ଜିତ; ତ୍ୟକ୍ତ —୧. Abandoned.
- ୨. ପୃଥକରୂପେ ଚିହ୍ନିତ —୨. Distin-
- ୩. ପୃଥକ୍ କୃତ —୩. Separated.
- ୪. ଏକଘରିଆ କରାଯାଇ ଥିବା; ସମାଜଚ୍ୟୁତ —୪. Excommunicated; out-casted.
=== ବିଶେଷ୍ୟ - (ସଂସ୍କୃତ - ବାର)
- ୧. ବାରଣ —୧. Prevention.
- ୨. ବାଧା —୨. Obstruction; obstacle.
- ୩. ପ୍ରଭେଦ —୩. Distinction.
- ୪. ଦୁଇ ସ୍ଥାନ ମଧ୍ୟରେ ବ୍ୟବଧାନ ବାଡ଼ — ୪. A partitioning force between two place.