Jump to content

ବାରଜାତ୍ରା

ଉଇକିଅଭିଧାନ‌ରୁ

ବାରଜାତ୍ରା

ଉଚ୍ଚାରଣ

[ସମ୍ପାଦନା]

[ବରରାତ୍ର(ତ୍ରି)—ଅନ୍ୟରୂପ]

ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ଦ୍ୱାଦଶ+ରାତ୍ର)

[ସମ୍ପାଦନା]

ସନ୍ତାନ ଜନ୍ମାଇ ଦ୍ୱାଦଶ ଦିନ ଓ ସେ ଦିନର କାର୍ତ୍ତବ୍ୟ କର୍ମ —The twelveth day of a child- birth and the acts done that day.

[ଦ୍ରଷ୍ଟବ୍ୟ —ଏ ଦିନ ପ୍ରସୂତୀ ନଖ କଟାନ୍ତି ଓ ସ୍ନାନ କରି ଅଶୌଚରୁ ମୁକ୍ତ ହୁଅନ୍ତି]