Jump to content

ବାରଜ ହେବା

ଉଇକିଅଭିଧାନ‌ରୁ

ବାରଜ ହେବା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ବାରଣ)—ସ୍ୱତନ୍ତ୍ର ରୂପରେ ଚିହ୍ନ ଯିବା; ବାରି ହେବା —୧. To be distin guished.
୨. (ସଂସ୍କୃତ - ବର୍ଜିତ)—ଜାତିଚ୍ୟୁତ ହେବା — ୨. To be excommunicated.