Jump to content

ବାରଟିଆ

ଉଇକିଅଭିଧାନ‌ରୁ

ବାରଟିଆ

ଉଚ୍ଚାରଣ

[ସମ୍ପାଦନା]

(ବାରେଟିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧାନ କଟାଳିମାନେ ୧୨: ଗୋଟି ଧାନହଳା କାଟିଲେ ପାରିଶ୍ରମିକ ସ୍ୱରୁପ ଗୋଟିଏ ହଳା ନିଅନ୍ତି;—ଏହିଭଳି ଚୁକ୍ତିମୂଳକ ପରିଶ୍ରମ —The labour based on contract system of taking one sheaf in every twelve sheaves cut by a reaper.

ବିଶେଷଣ -

[ସମ୍ପାଦନା]
୧. ଦ୍ୱାଦଶ ସଂଖ୍ୟକ —୧. Numbering twelve.
୨. ଦ୍ୱାଦଶ ସଂଖ୍ୟାର ସମାହାରବିଶିଷ୍ଟ — ୨. Consisiting of units of twelve.