Jump to content

ବାରଣାବତ

ଉଇକିଅଭିଧାନ‌ରୁ

ବାରଣାବତ

ଉଚ୍ଚାରଣ

[ସମ୍ପାଦନା]

(ବାରଣାବ୍ରତ—ଗ୍ରାମ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାଣ୍ଡବମାନଙ୍କ ରାଜଧାନୀ; ହସ୍ତିନା; ହସ୍ତିନା— ପୁର (ଆଧୁନିକ ଦିଲ୍ଲୀ ନିକଟସ୍ଥ) —୧. The ancient capital of India (near modern Delhi).

[ଦ୍ରଷ୍ଟବ୍ୟ —ଏଠାରେ ପାଣ୍ଡବମାନଙ୍କୁ ଦଗ୍ଧ କରିବା ନିମନ୍ତେ ଦୁର୍ଯ୍ୟୋଧନ ନିଯୁକ୍ତ ପୁରୋଚନ ନାମକ ବ୍ୟକ୍ତି ଜତୁଗୃହ ନିର୍ମାଣ କରି ତହିଁରେ ଅଗ୍ନି ଲଗାଇ ଦେଇଥିଲା]

୨. ଗଙ୍ଗା ଯମୁନା ସଙ୍ଗମ ସ୍ଥଳରେ ସ୍ଥାପିତ ପ୍ରସିଦ୍ଧ ନଗରୀ; ପ୍ରୟାଗ; ଆଲ୍ଲାହାବାଦ (ଜ୍ଞାନେନ୍ଦ୍ର) —୨. The ancient town of Prayāga (now Allahabad).