Jump to content

ବାରଣୀୟ

ଉଇକିଅଭିଧାନ‌ରୁ

ବାରଣୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବାରି ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଯାହା ବନ୍ଦ କରାଯାଇ ପାରେ; ନିବାର୍ଯ୍ୟ —୧. Preventible.
୨. ବାରଣ କରିବାର ଉପଯୁକ୍ତ — ୨. Deserving to be prevented or prohibited.
୩. ନିସିଦ୍ଧ —୩. Forbidden.