Jump to content

ବାରଣ କରିବା

ଉଇକିଅଭିଧାନ‌ରୁ

ବାରଣ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବାରଣ)

[ସମ୍ପାଦନା]
୧. ମନା କରିବା; ନିଷେଧ କରିବା; ବାରିବା —୧. To prevent; to obstruct.
୩. ଦୁଇ ସ୍ଥାନ ମଝିରେ ବାଡ଼ ଦେବା —୩. To set up a fence or partition wall.
୪. ଭେଦାଭେଦ କରିବା — ୪. To distinguish; to observe any distinction; to differentiate.