Jump to content

ବାରଦୁଆରୀ

ଉଇକିଅଭିଧାନ‌ରୁ

ବାରଦୁଆରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ବାର ଘର ବୁଲୀ; ଯେଉଁ ସ୍ତ୍ରୀ ଆଶ୍ରୟଲାଭାର୍ଥ ବହୁଲୋକଙ୍କ ଘରକୁ ଯାଏ — ୧. (woman) Visiting many houses for shelter or alms.
୨. କୁଳଟା; ଯେଉଁ ସ୍ତ୍ରୀ ଇନ୍ଦ୍ରିୟବୃତ୍ତି ଚରିତାର୍ଥ କିରବା ପାଇଁ ବହୁଲୋକଙ୍କ ଦ୍ୱାରସ୍ଥା ହୁଏ —୨. (a woman) Visiting various houses for adultery.

[ଦ୍ରଷ୍ଟବ୍ୟ —ମନ୍ଦ ଅର୍ଥରେ ଏ ଶବ୍ଦ ଗାଳିରେ ବ୍ୟବହୃତ ହୁଏ ବାର ଘର ବୁଲା କୁତା—ପୁଂ, ବାର ଘର ବୁଲୀ କୁତ୍ତୀ—ସ୍ତ୍ରୀ ବାର ଦୁଆର ବୁଲା କୁତା—ପୁଂ, ବାର ଦୁଆର ବୁଲୀ କୁତ୍ତୀ—ସ୍ତ୍ରୀ ବାଳିରେ ବ୍ୟବହୃତ ହୁଏ]