Jump to content

ବାରବୁଲା

ଉଇକିଅଭିଧାନ‌ରୁ

ବାରବୁଲା

ଉଚ୍ଚାରଣ

[ସମ୍ପାଦନା]
(ବାରବୁଲୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ବାସ୍ତୁରା; ଯେ ବାରଆଡ଼େ ବୁଲେ; ଯେ ଘରେ ନ ରହି ଏଣେ ତେଣେ ବୁଲୁଥାଏ — ୧. Of wandering or erratic habits vagabondish.
୨. ବାର ଦୁଆର (ଦେଖ) - — Bāra duāri (See).