Jump to content

ବାରଭାଇଆ ଗେଧ

ଉଇକିଅଭିଧାନ‌ରୁ

ବାରଭାଇଆ ଗେଧ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କେବଳ ଗୁଡ଼ିଏ ଅଣ୍ଡିରା ଗେଧ ମାଙ୍କଡ଼ ଥିବା ମାଙ୍କଡ଼ପଲ —A flock of monkeys consisting of males only.

[ଦ୍ରଷ୍ଟବ୍ୟ —ମାଙ୍କଡ଼ଙ୍କ ଦଳରେ ଗୋଟିଏ ଦଳପତି ଥାଏ ତାକୁ ଗେଧ (ବଙ୍ଗାଳୀ - ପାଲେର ଗୋଦା) ବୋଲାଯାଏ ଦଳର ସମସ୍ତ ସ୍ତ୍ରୀଙ୍କ ଉପରେ ଗେଧର ଏକାଧିପତ୍ୟ ଥାଏ ଦଳରେ ପୁରୁଷ ମାଙ୍କଡ଼ ଜନ୍ମ ହେଲେ ତାକୁ ସେହି ଦଳପତି ଗେଧ ଶିଶୁକାଳରେ ମାରିପକାଇ ନିଷ୍କଣ୍ଟକ ପ୍ରଭୃତି ଭୋଗକରେ ଯେଉଁ ଅଣ୍ଡିରା ମାଙ୍କଡ଼ ଯାକ ଦଳପତିର ତଣ୍ଟିଚିପାରୁ ତ୍ରାହି ପାଇବାପାଇଁ ପିଲାଦିନୁ ଦଳ ଛାଡ଼ି ପଳାଇ ଯାଆନ୍ତି ସେମାନେ ଗୋଟିଏ ସ୍ୱତନ୍ତ୍ର ଦଳ ଗଠନ କରନ୍ତି ଓ ସେମାନେ ବାଧ୍ୟତାମୂଳକ ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରୁଥିବାରୁ ସାଧାରଣତଃ ଭାରି ବଳୁଆ, ହୁରୁମା ଓ ଦୁଷ୍ଟ ହୁଅନ୍ତି ଓ ଗ୍ରାମରେ ବିଶେଷ ଉତ୍ପାତ କରନ୍ତି]