Jump to content

ବାରମାସୀ

ଉଇକିଅଭିଧାନ‌ରୁ

ବାରମାସୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବର୍ଷର ୧୨: ମାସ ସମ୍ୱନ୍ଧୀୟ — ୧. Pertaining to the ୧୨ months of the year.
୨. ବର୍ଷର ୧୨: ମାସଯାକ ପଳୁଥିବା —୨. Bear fruits throughout the ୧୨ months of the year.

ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ସଜନା (ଗଛ) —୧. A species of horse radish.
୨. ଏକପ୍ରକାର କ୍ଷୁଦ୍ର ଚଢ଼େଇ — ୨. A species of small bird.

[ଦ୍ରଷ୍ଟବ୍ୟ —ଏମାନଙ୍କର ଦେହର ରଙ୍ଗ ବର୍ଷର ୧୨: ମାସରେ ଏନେକ ଥର ବଦଳେ]

୩. ବାରବରଷିଆ (ଦେଖ) - — ୩. Bārabarashiā (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବର୍ଷକ ପାଇଁ ମୁଲ ଲାଗିବବା ଚାକର —A servant employed throughout the year.