ବାରମାସୀ ଗୀତ
ଦେଖଣା
ବାରମାସୀ ଗୀତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାରମାସୀ ଗୀତ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାରମାସରେ ବା ବର୍ଷକର ପ୍ରତ୍ୟେକ ମାସରେ ବିରହିଣୀର ବିରହାନୁଭୂତିଜ୍ଞାପ କବବିତା ବା ଗୀତ —୧. A class of songs mantioning the loving thoughts occuring to the mind of a separated lover (woman) during every month of the year.
- ୨. ବର୍ଷର ପ୍ରତିମାସରେ ବର୍ଣ୍ଣନା ଉଲ୍ଲେଖ କରି ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ଗୀତ —୨. A class of songs composed in honour of a Deity mentioning every mouth of the year.
- ୩. ବର୍ଷରେ ପ୍ରତ୍ୟେକ ମାସର ପ୍ରକୃତି ବର୍ଣ୍ଣନାତ୍ମ ପଦ୍ୟ —୩. Song describing the natural sceneries during all the months of the year.