ବାରସୁତ
ଦେଖଣା
ବାରସୁତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀକୃଷ୍ଣଙ୍କ ସହଚର ୧୨: ଜଣ ଗୋପାଳ ବାଳକ — The twleve cowherd boys, companions of Ṡrīkṛushṇa.
ମୁକୁନ୍ଦ ଅନନ୍ତ ବତ୍ସ ସବନ ସୁଦାମ, ଯାଦବ ବାଳକ ମଧୁ ମଥୁରି ଉତ୍ପାନ ଗୋବିନ୍ଦ ଯେ ବୃନ୍ଦାବନ ବାରସୂତ ଶୁଣ; ଉତ୍ତମ ଗୋପାଳ ତୁମ୍ଭେ ମୂଳେ ଥିବ ପୁଣ ଅଚ୍ୱୁତାନନ୍ଦ. ଶ୍ରୀ ଗୁରୁଭକ୍ତି ଗୀତା