ବାରାନ୍ତରେ
ଦେଖଣା
ବାରାନ୍ତରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାରାନ୍ତରେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପୁନର୍ବାର; ଆଉ ଥରେ — ୧. Again; once again.
- ୨. ସମୟାନ୍ତରରେ —୨. Another time.
- ୩. ପରେ; ଭବିଷ୍ୟତରେ —୩. Once again in future; again on a furute occasion.
ବିଶେଷଣ -
[ସମ୍ପାଦନା]ବାରାନ୍ତରେ ପ୍ରକାଶ୍ୟ (ଦେଖଖ) —୪. Bārāntare prakāṡya (See)